ପାଟକୁରା ଗଣତି ଦିନ ବେଫିକର ନବୀନ, ସବୁଦିନ ପରି ଆଜି ଜଗିଙ୍ଗ ଓ ବ୍ୟାୟାମ

ଭୁବନେଶ୍ୱର () ପାଟକୁରା ଗଣତି ପାଇଁ ପ୍ରାର୍ଥୀ ଓ ଦଳର ନେତାମାନେ ଚିନ୍ତାରେ ଥିବା ବେଳେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ କିନ୍ତୁ ବେଫିକର ଥିଲେ

Read more