ରାଜଧାନୀ ୟୁନିଟ୍‌-୪ ପରିବା ଓ ମାଛ ମାର୍କେଟ ସିଲ୍

ଭୁବନେଶ୍ୱର: ରାଜଧାନୀର ୪ ନମ୍ବର ପରିବା ମାର୍କେଟରେ ବିଏମସି ଚଢାଉ କରି ସିଲ୍ କରିଛି । କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ପରିବା ମାର୍କେଟ ସିଲ୍ କରିଛି

Read more