‘ଗୋଟିଏ ଦେଶ ଗୋଟିଏ ରେସନ କାର୍ଡ’ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଲାଗୁ ହେବ ଗୋଟିଏ ଦେଶ ଗୋଟିଏ ରେସନ କାର୍ଡ । ଏହି କାର୍ଡ ଜରିଆରେ ଉପଭୋକ୍ତା ମାନେ ରାଜ୍ୟ ତଥା ଦେଶ ଭିତରେ ଯେ କୌଣସି ଖାଉଟି ଡିଲରଙ୍କଠାରୁ ରେସନ ସାମଗ୍ରୀ ପାଇପାରିବ । ଖାଉଟିଙ୍କୁ ମିଳୁଥିବା ସରକାରୀ ଚାଉଳ ବା ଗହମ କିମ୍ବା ଉଭୟର ମାସିକ କୋଟା ପାଇବା ପାଇଁ ଏଣିକି ଆଉ ପାଖ ଡିଲରଙ୍କ ଉପରେ ନିର୍ଭର କରିବାକୁ ପଡିବ ନାହିଁ । ‘ମେରା ରେସନ’ ଆପ ଜରିଆରେ ସମ୍ପୂଣ୍ଣ ର୍ ତଥ୍ୟ ପାଇପାରିବେ ।

Share

Leave a Reply

Your email address will not be published. Required fields are marked *

thirteen + twenty =