୮ ଜିଲ୍ଲା ସତର୍କ ରୁହ

ଭୁବନେଶ୍ବର ()୮  ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି କଲା ପାଣି ପାଗ ବିଭାଗ। ଏହି  ୮ ଜିଲ୍ଲାରେ ବର୍ଷା ସହ ଘଡ଼ଘଡି  ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।ଏହି ଜିଲ୍ଲା ଗୁଡିକ ହେଲା କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କନାଳ ଓ ରାୟଗଡା । ଏହି ସହ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ୩୦-୪୦ କି.ମି ବେଗରେ ପବନ ଓ ଘଡଘଡି ସହ ବର୍ଷା ହେବ ।

Share

Leave a Reply

Your email address will not be published. Required fields are marked *

4 + 9 =