16ରେ କ୍ୟାବିନେଟ, ଯୋଜନା ବୋର୍ଡ ପୁନର୍ଗଠନକୁ ମିଳିପାରେ ମଞ୍ଜୁରୀ

ଭୁବନେଶ୍ୱର () ଆସନ୍ତା 16 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଧକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ । ରାଜ୍ୟ ଯୋଜନା ବୋର୍ଡର ପୁନର୍ଗଠନ ନେଇ ନିଆଯିବ ନିଷ୍ପତି । ରାଜ୍ୟ ଯୋଜନା ବୋର୍ଡ ପୁନର୍ଗଠନ, ସଦସ୍ୟ ଚୟନ ଓ ଉପାଧ୍ୟକ୍ଷ ନିଯୁକ୍ତି ପାଇଁ ଚୟନ କମିଟି ଗଠନ କରାଯିବ । ପୂର୍ବରୁ 14 ତାରିଖରେ କ୍ୟାବିନେଟ ବୈଠକ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା । ତେବେ ମନ୍ତ୍ରୀମାନେ ଆସନ୍ତାକାଲି ଠାରୁ ଜାତୀୟ ପତାକା ଉତ୍ତୋଳନ ପାଇଁ ଜିଲ୍ଲା ଗସ୍ତରେ ଯାଉଥିବାରୁ ବୈଠକକୁ 16 ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

twelve + 14 =