ନଜର ପକାନ୍ତୁ ରାଜ୍ୟର କରୋନା ଅପଡେଟ୍ ଉପରେ

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଆଉ ୮୦୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଶୂନ୍ୟରୁ ୧୮ ବର୍ଷ ମଧ୍ୟରେ ୧୩୧ ଚିହ୍ନଟ ହୋଇଥିବା ବେଳେ ସଙ୍ଗରୋଧରୁ ୪୬୭,ସ୍ଥାନୀୟ ୩୩୮ । ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୧୧,୫୫୮କୁ ବୃଦ୍ଧି ପାଇଛି। ୯,୯୬,୩୦୦ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୭,୧୫୮ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

୨୫ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୪୬। ଅନୁଗୁଳରୁ ୧୩,ବାଲେଶ୍ୱର ୩୦,ବରଗଡ ୫, ଭଦ୍ରକ ୧୪, ବୌଦ୍ଧ ୩, କଟକ ୯୮,ଦେଓଗଡ ୫, ଢେଙ୍କାନାଳ ୧୧, ଗଜପତି ୧, ଗଞ୍ଜାମ ୬, ଗଜତସିଂହପୁର ୧୭, ଯାଜପୁର ୧୯, ଝାରସୁଗୁଡା ୨, କେନ୍ଦ୍ରାପଡା ୩୩, କେନ୍ଦୁଝର ୮, କୋରାପୁଟ ୪, ମାଲକାନଗିରି ୨, ମୟୁରଭଞ୍ଜ ୩୭, ନବରଙ୍ଗପୁର ୭, ନୟାଗଡ ୧୦, ପୁରୀ ୧୨, ରାୟଗଡା ୨, ସମ୍ବଲପୁର ୨୧, ସୁନ୍ଦରଗଡ ୧୬, ଷ୍ଟେଟ ପୁଲରୁ ୮୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Share

Leave a Reply

Your email address will not be published. Required fields are marked *

14 + fourteen =