ବାଇକ ଦୁର୍ଘଟଣାରେ ୨ ମୃତ

ଆଠଗଡ଼: ପବିତ୍ର ରଥଯାତ୍ରାରେ ଆସିଛି ଦୁଃଖଦ ଖବର । ତେଲ ଟ୍ୟାଙ୍କରକୁ ଏକ ବାଇକ ପିଟିବା ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଏନଏଚ ୬୫ କୁଲେଇଲୋ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାସ୍ଥଳରେ ବାଇକଟି ଜଳି ଯାଇଛି । ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି । ସେପଟେ ମୃତକଙ୍କ ପରିଚୟ ମିଳିନଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି ।

Share

Leave a Reply

Your email address will not be published. Required fields are marked *

twenty − 15 =