ଛାତରୁ ପଡି ଶିଶୁ ମୃତ

୬ ମହଲା ବାଲକୋନୀରୁ ପଡି ଦେଢ ବର୍ଷର ଶିଶୁପୁତ୍ର ମୃତ । ସମ୍ବଲପୁର ଭୂଷଣ କାରଖାନା କ୍ୱାର୍ଟରରେ ୬ ମହଲାରୁ ପଡି ଶିଶୁ ପୁତ୍ର ମୃତ ହୋଇଥିବା ଖବର ସାମ୍ନାକୁ ଆସିଛି । ବାଲକୋନୀରେ ଖେଳୁଥିବା ବେଳେ ତଳେ ପଡି ଶିଶୁ ପୁତ୍ର ମୃତ ।

Share

Leave a Reply

Your email address will not be published. Required fields are marked *

three × four =