ଆସନ୍ତା କାଲିଠାରୁ ଚନ୍ଦ୍ର ପାଖରେ ଦିଶିବ ଶୁକ୍ର

କାଲିଠୁ ଜୁନ ୧୫ ତାରିଖ ଯାଏଁ ଚନ୍ଦ୍ରର ଅତି ନିକଟରୁ ଦେଖାଯିବ ଶୁକ୍ର । ପ୍ରତିଦିନ ସନ୍ଧ୍ୟାରେ ପ୍ରାୟେ ୨ ଘଣ୍ଟା ଶୁକ୍ରକୁ ପଶ୍ଚିମ ଆକାଶରେ ଦେଖାହେବ । ଆକାଶ ନିର୍ମଳ ଥିଲେ ସନ୍ଧ୍ୟା ୬ଟା ୩୦ରୁ ୯ଟା ୧୫ ଯାଏଁ ଦେଖାହେବ । ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ପ୍ଲାନେଟୋରିୟମ ପକ୍ଷରୁ ବ୍ୟବସ୍ଥା । କାଲି ସଂନ୍ଧ୍ୟା ୬ଟା୩୦ରୁ ୮ ଯାଏ ଶୁକ୍ର ଗ୍ରହକୁ ଦେଖିବାମୁ ବ୍ୟବସ୍ଥା କରାଯାଇଛି ।

Share

Leave a Reply

Your email address will not be published. Required fields are marked *

9 − four =