ମା’ଙ୍କ ନାଁରେ କ୍ୟାନସର୍ ହସ୍ପିଟାଲ ଖୋଲିବାକୁ ଚାହୁଁଛନ୍ତି ଏହି ଅଭିନେତା

ଅଭିନେତା ସଞ୍ଜୟ ଦତ୍ତ ତାଙ୍କ ମା’ଙ୍କ ନାଁରେ କ୍ୟାନସର୍ ହସ୍ପିଟାଲ ଖୋଲିବାକୁ ଚାହୁଁଛନ୍ତି । ଉତ୍ତରପ୍ରଦେଶର ପ୍ରୟାଗରାଜ୍ସ୍ଥିତ ନିଜ ଗ୍ରାମରେ ସେ ମା’ ନର୍ଗିଶଙ୍କ ନାମରେ ହସ୍ପିଟାଲ ଖୋଲିବାକୁ ଚାହୁଁଛନ୍ତି । ଆଗାମୀ ଫିଲ୍ମ ‘ପ୍ରସ୍ତାନମ୍’ର ଶୁଟିଂବେଳେ ସେ ଏକଥା କହିଛନ୍ତି। ଏହାସହ ପ୍ରସିଦ୍ଧ ଫିଲ୍ମ ମୁନ୍ନା ଭାଇ ଏମବିବିଏସ୍ର ତୃତୀୟ ଭାଗ ଆଗାମୀ ବର୍ଷ ରିଲିଜ୍ ହେବ ବୋଲି ସେ ସୂଚନା ଦେଇଛନ୍ତି।

Share

Leave a Reply

Your email address will not be published. Required fields are marked *

thirteen + nine =