ରାଜ୍ୟ

State

Latestରାଜ୍ୟ

୮ରେ ବାଣୀବିହାର ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର()  ଆସନ୍ତା ଡିସେମ୍ବର ୮ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ ଜୁବୁଲିର ସ୍ୱତନ୍ତ୍ର ଉତ୍ସବରେ ଯୋଗଦେବେ । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ

Read More
Latestରାଜ୍ୟ

ମାର୍ଚ୍ଚରେ ସରକାରୀ ବିଦ୍ୟାଳୟରେ ପହଞ୍ଚିବ ବହି: ମନ୍ତ୍ରୀ

ଭୁବନେଶ୍ୱର () ଆସନ୍ତା ଏପ୍ରିଲରୁ ୨୦୨୦-୨୧ ଶିକ୍ଷାବର୍ଷ ଆରମ୍ଭ ହେବ। ଏଥିପାଇଁ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ମାଗଣା ପାଠ୍ୟପୁସ୍ତକ ପହଞ୍ଚିବ।

Read More
Latestରାଜ୍ୟ

ନଭେମ୍ବର ୨୫ରେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ର ସ୍କିଲ୍ ମେଳା

ଭୁବନେଶ୍ୱର () ୨୨ ନଭେମ୍ବର ୨୦୧୯ କୌଶଳ ବିକାଶ ସମସ୍ତଙ୍କ ପାଇଁ ଏକ ଜଣାଶୁଣା ଶଦ୍ଧ ହୋଇଥିବା ବେଳେ ସଠିକ୍ ବ୍ୟକ୍ତି ପାଇଁ ଉପଯୁକ୍ତ କୌଶଳ ଆଜିର

Read More
Latestରାଜ୍ୟ

ଜାତୀୟ ସ୍ତରରେ ଓଡିଶାକୁ ସ୍ୱଚ୍ଛ ରାଜ୍ୟ ଭାବେ ପୁରସ୍କୃତ

ନୂଆଦିଲ୍ଲୀ() ସ୍ୱଚ୍ଛତା ଲାଗି ଓଡିଶାକୁ ଇଣ୍ଡିଆ ଟୁଡେ ଗ୍ରୁପ୍ ପକ୍ଷରୁ ସର୍ବାଧିକ ସ୍ୱଚ୍ଛ ରାଜ୍ୟ ଭାବେ ପୁରସ୍କୃତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ରାଜ୍ୟ

Read More
Latestରାଜ୍ୟ

ଅରୁଣଙ୍କୁ ବାଣୀବିହାର ଶ୍ରେୟ

ଭୁବନେଶ୍ୱର () ଓଡିଶା ଉଚ୍ଚଶିକ୍ଷାର ଏନ୍ତୁଡିଶାଳ କୁହାଯାଉଥିବା ବାଣୀବିହାର ପାଳନ କରୁଛି ତାହାର ପ୍ଲାଟିନମ ଜୁବୁଲି । ଉକ୍ରଳ ବିଶ୍ୱବିଦ୍ୟାଳୟର ଏହି ମହାକୁମ୍ଭରେ ସାମିଲ ହେଉଛନ୍ତି ଶିକ୍ଷାନୁÂାନର ବହୁ

Read More
Latestରାଜ୍ୟ

ଦୂରନ୍ତ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ

ଭୁବନେଶ୍ୱର()  ବାଲେଶ୍ବର ରୁପସା ଷ୍ଟେସନ ନିକଟରେ ଟ୍ରେନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ରେଳ ଧାରଣାରୁ ଅଲଗା ହୋଇ ଟ୍ରେନ୍ଟି ଢଳିପଡିଛି । ଫଳରେ ପ୍ରାୟ ଦେଢ

Read More
Latestରାଜ୍ୟ

ରାଜ୍ୟରେ ଅନୁସୂଚିତ ଜାତି ବର୍ଗର ସାକ୍ଷରତା ହାର ବଢିଛି: ମନ୍ତ୍ରୀ

ଭୁବନେଶ୍ୱର() ଆଜି ଗୃହରେ ଅନୁସୂଚିତ ଜାତି ବର୍ଗର ସାକ୍ଷରତା ପ୍ରସଙ୍ଗ ଉଠିଛି । ରାଜ୍ୟରେ ଅନୁସୂଚିତ ଜାତି ବର୍ଗର ସାକ୍ଷରତା ହାର ବଢିଛି ବୋଲି ଅନୁସୂଚିତ ଜାତି

Read More
Latestରାଜ୍ୟ

ସାମ୍ବାଦିକଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହୟତା

ଭୁବନେଶ୍ୱର () ସାମ୍ବାଦିକଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ସହାୟତା । ଆଜି ଢେଙ୍କାନାଳ ଜିଲ୍ଲାର ଜଣେ କର୍ମଜୀବୀ ସାମ୍ବାଦିକଙ୍କ କିଡନି ପ୍ରତିରୋପଣ ପାଇଁ ପ୍ରାରମ୍ଭିକ ସହାୟତା

Read More