କ୍ରୀଡା

Latestକ୍ରୀଡା

ସେନା ପ୍ରତି ଟିମ୍ ଇଣ୍ଡିଆର ସମ୍ମାନ ପାକିସ୍ତାନକୁ ହଜମ ହେଲାନି

ତୃତୀୟ ଦିନିକିଆରେ ଟିମ୍ ଇଣ୍ଡିଆର ସଦସ୍ୟମାନେ ଆର୍ମି ଟୋପି ପିନ୍ଧି ମ୍ୟାଚ୍ ଖେଳିଥିବାରୁ ପାକିସ୍ତାନ ସରକାର ଏହା ଉପରେ ଆପତ୍ତି ଉଠାଇଛନ୍ତି। ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ

Read More
କ୍ରୀଡା

ଆସନ୍ତାକାଲି ରାଞ୍ଚିରେ ତୃତୀୟ ଦିନିକିଆ

ଶୁକ୍ରବାର ରାଞ୍ଚିରେ ତୃତୀୟ ଦିନିକିଆ ମ୍ୟାଚ୍ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ମ୍ୟାଚ୍ ପାଇଁ ପ୍ରଶଂସକଙ୍କ ଭିତରେ ନାହିଁ

Read More
Latestକ୍ରୀଡା

କପିଲ୍, ସଚିନଙ୍କ କ୍ଲବରେ ଜାଡେଜା

ନାଗପୁର,୫ା୩(ଏଜେନ୍ସି): ଅଷ୍ଟେ୍ରଲିଅ। ବିପକ୍ଷ ଦ୍ିତୀୟ ଦିନିକିଅ।ରେ ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ନୂଅ। ମାଇଲଖୁଣ୍ଟ ହାସଲ କରିଛନ୍ତି ଜାମଥାର ଭିସିଏ ଷ୍ଟାଡିୟମରେ ୧୦ ରନ୍ କରିବା

Read More
Latestକ୍ରୀଡା

ପାକିସ୍ତାନକୁ ବୟକଟ କରିଲାନି ଆଇସିସି

ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ(ଅ ।ଇସିସି) ଭାରତୀୟ କ୍ରିକେଟ କଣ୍ଟେ୍ରାଲ ବୋର୍ଡ(ବିସିସିଆଇ)ର କଥାକୁ ମାନିବାକୁ ମନା କରିଦେଇଛି । ଆତଙ୍କୀକୁ ସାହାଯ୍ୟ କରୁଥିବା ଦେଶଗୁଡିକ ସହିତ ସଂପର୍କ କାଟିବା

Read More
କ୍ରୀଡା

ଗଲ୍ଫ ସହାୟତା ପାଇଁ ଟାଟା ଷ୍ଟିଲର ବୁଝାମଣା

ମୁମ୍ବାଇ (): ଦେଶରେ ଗଲ୍ଫ କ୍ରୀଡ଼ାକୁ ଟାଟା ଷ୍ଟିଲ ପ୍ରୋତ୍ସାହନ ଯୋଗାଇବ ବୋଲି କହିଛନ୍ତି ଟାଟା ଷ୍ଟିଲର ସୁରକ୍ଷା, ସ୍ବାସ୍ଥ୍ୟ ଓ ନିରନ୍ତରତା ଉପସଭାପତି ସଞ୍ଜିବ ପଲ

Read More
କ୍ରୀଡା

ବାୟୁସେନାର ଜବାବକୁ କ୍ରୀଡ଼ାଜଗତ ସାଲ୍ୟୁଟ୍

ଭାରତୀୟ ବାୟୁସେନା ପୁଲୱାମା ଆତଙ୍କୀ ହମଲାର ପ୍ରତିଶୋଧ ସ୍ୱରୂପ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ପଶି ଆତଙ୍କୀ ଠିକଣାକୁ ଧ୍ୱଂସ କରିଦେଇଛି। ବାୟୁସେନାର ଏହି ଜବାବକୁ କ୍ରୀଡ଼ାଜଗତ

Read More
Latestକ୍ରୀଡା

ବିଶ୍ୱ ରେକର୍ଡ ସହ ସ୍ୱର୍ଣ୍ଣ ଜିତିଲେ ଅପୂର୍ବୀ

ଭାରତୀୟ ମହିଳା ଶୁଟର ଅପୂର୍ବୀ ଚାଣ୍ଡେଲା ଆଜି ଆଇଏସ୍ଏସ୍ଏଫ୍ ଶୁଟିଂ ବିଶ୍ୱକପ୍ରେ ଇତିହାସ ରଚିଛନ୍ତି। ସେ ମହିଳା ବର୍ଗର ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ବିଶ୍ୱ

Read More
କ୍ରୀଡା

ଭାରତ ପାକିସ୍ତାନକୁ ବିଶ୍ୱକପ୍ରୁ କାଢ଼ି ପାରିବ ନାହିଁ: ଗାଭାସ୍କର

ପୁଲୱାମା ଆକ୍ରମଣ ପରେ ୨୦୧୯ କ୍ରିକେଟ୍ ବିଶ୍ୱକପ୍ରୁ ପାକିସ୍ତାନକୁ ବାଦ୍ ଦେବା ପାଇଁ ବିସିସିଆଇ ଚେଷ୍ଟା କରୁଛି। ହେଲେ କିମ୍ବଦନ୍ତୀ କ୍ରିକେଟ୍ର ସୁନୀଲ ଗାଭାସ୍କର ଏହାକୁ ଏକ

Read More
କ୍ରୀଡା

ଟି-୨୦ରେ ରେକର୍ଡ କଲେ ଶ୍ରେୟସ

ଟିମ୍ ଇଣ୍ଡିଆର ବ୍ୟାଟସ୍ମ୍ୟାନ୍ ଶ୍ରେୟସ ଆୟର ଟି-୨୦ରେ ରେକର୍ଡ କରିଛନ୍ତି। ସେ ଆଜି ଟିମ୍ ଇଣ୍ଡିଆର ଅନ୍ୟତମ ବ୍ୟାଟସ୍ମ୍ୟାନ୍ ରିଷଭ ପନ୍ତଙ୍କ ଟି-୨୦ ରେକର୍ଡକୁ ଭାଙ୍ଗି ଭାରତ

Read More