କ୍ୟାମ୍ପସ୍ ଆକ୍ଟିଭ୍ଓୟାର ପକ୍ଷରୁ କିଙ୍ଗ ଓ ସୋନମ ବାଜ୍ୱାଙ୍କୁ ନେଇ “ମୁଭ୍ ୱିଥ୍ ସ୍ୱାଗ୍” ଅଭିଯାନର ବ୍ରାଣ୍ଡ୍ ସିନେମା ଉନ୍ମୋଚିତ
ଭୁବନେଶ୍ୱର: ଭାରତର ଅଗ୍ରଣୀ ସ୍ପୋର୍ଟସ୍ ଓ ଆଥିଲିଜର୍ ଫୁଟ୍ଓୟାର ବ୍ରାଣ୍ଡ୍ କ୍ୟାମ୍ପସ୍ ଆକ୍ଟିଭ୍ଓୟାର ପକ୍ଷରୁ “ମୁଭ୍ ୱିଥ୍ ସ୍ୱାଗ୍” ନୂଆ ବ୍ରାଣ୍ଡ୍ ସିନେମାକୁ ଉନ୍ମୋଚନ କରାଯାଇଛି ।
Read More