ଭାରତରେ ବିଦ୍ୟୁତକରଣକୁ ତ୍ୱରାନ୍ୱିତ କରିବା ପାଇଁ ହୋଣ୍ଡା ପକ୍ଷରୁ ବେଙ୍ଗାଲୁରୁରେ ନୂଆ ଆର୍ଆଣ୍ଡଡି କେନ୍ଦ୍ରର ଉଦ୍ଘାଟନ
ଭୁବନେଶ୍ୱର: ହୋଣ୍ଡା ମୋଟର କମ୍ପାନିର ସହାୟକ ସଂସ୍ଥା ହୋଣ୍ଡା ଆର୍ଆଣ୍ଡ୍ଡି (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍ (ଏଚ୍ଆର୍ଆଇଡି) ପକ୍ଷରୁ କର୍ଣ୍ଣାଟକର ବେଙ୍ଗାଲୁରୁରେ ନୂଆ ସଲ୍ୟୁସନ୍ ଆର୍ଆଣ୍ଡଡି କେନ୍ଦ୍ରକୁ ଉଦ୍ଘାଟନ
Read More