ରାଜ୍ୟ

ଶ୍ରମିକଙ୍କ ଦରମା ବଢ଼ାଇଲେ ମୁଖ୍ୟମନ୍ତ୍ରୀ

ଶ୍ରମ ଦିବସରେ ଶ୍ରମିକଙ୍କୁ ଖୁସି ଖବର ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶ୍ରମିକଙ୍କ ଦରମା ବଢ଼ାଇଲେ ସରକାର । ଶ୍ରମିକଙ୍କ ସରକାର ଭେଟି ଦେଇଥିବାବେଳେ ଦିନକୁ ଅଧିକ ୧୦ ଟଙ୍କା ବଢ଼ିବ ମଜୁରି । ଅଣକୁଶଳି ଶ୍ରମକି ପାଇବେ ୪୭୨ ଟଙ୍କା । ଏହାସହ ଅର୍ଦ୍ଧକୁଶଳି ଶ୍ରମିକ ପାଇବେ ୫୭୨ ଟଙ୍କା । ଅତି କୁଶଳି ଶ୍ରମିକଙ୍କ ମଜୁରି ୬୨୨ ଟଙ୍କାକୁ ବୃଦ୍ଧି କରାଯାଇଛି । ଏପ୍ରିଲ୍ ୧ରୁ ପିଛିଲା ଭାବେ ଏହା ଲାଗୁ ହେବ ବୋଲି କୁହାଯାଇଛି ।

Share

Leave a Reply

Your email address will not be published. Required fields are marked *

fourteen + five =