Wednesday, August 19, 2026
Latestରାଜ୍ୟ

ଭାଇରାଲ ହେଲା ବିଦ୍ୟାଭାରତୀଙ୍କ ଆଉ ଏକ ଚିଠି

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି । ସ୍ତ୍ରୀ ବିଦ୍ୟାଭାରତୀଙ୍କୁ ସନ୍ଦେହଘେରରେ ରଖାଯାଇଛି । ତେବେ ପୂର୍ବରୁ ତାଙ୍କର ଏକ ହାତଲେଖା ଚିଠି ଭାଇରାଲ ହୋଇଥିବା ବେଳେ ଆଜି ଆଉ ଏକ ଚିଠି ଭାଇରାଲ ହେବାରେ ଲାଗିଛି । ତେବେ ଏଥିରେ ଲେଖାଯାଇଛି କି, “ହେ ଭଗବାନ, କିଛି ବି କରି ଡିଭୋର୍ସ କରେଇ ଦିଅ। ପ୍ରଭୁ ବାବା ସାଇ ତୁମ ପାଖରେ ଋଣୀ ରହିଯିବି। ଯାଇକି ପୁରୀ ମନ୍ଦିରରେ ଦାସୀ ହୋଇକି ରହିବି। କିଛି ବି କରି ପ୍ଲିଜ୍ ଡିଭୋର୍ସ କରିଦିଅ । ଏତେ ଦୁଃଖରେ କହିଲି, ତଥାପି ମୋ ଆଖି ଲୁହ ଦେଖାଗଲାନି। ଏମିତି ହାରାମଜାଦା ମଣିଷ ମୋ ଜୀବନରେ ଦେଖିନି।” ଯାହାକୁ ନେଇ ପୁଣିଥରେ ଚର୍ଚ୍ଚାର ପରିଧି ଭିତରକୁ ଟାଣି ହୋଇଛନ୍ତି ବିଦ୍ୟା ଭାରତୀ ।

Share

Leave a Reply

Your email address will not be published. Required fields are marked *

nine − six =