NEET (UG) ପରୀକ୍ଷା ସେପ୍ଟେମ୍ବର ୧୨ରେ

ଭୁବନେଶ୍ୱର: ସେପ୍ଟେମ୍ବର ୧୨ରେ ପରୀକ୍ଷା । କରୋନା କଟକଣା ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ସାରା ଦେଶରେ କରୋନା କଟକଣାକୁ ମାନି ପରୀକ୍ଷା ପରିଚାଳନା ହେବ । ଆସନ୍ତାକାଲି ୫ଟାରୁ ଅନଲାଇନରେ ହେବ ଆବେଦନ । ୱେବସାଇଟ ଜରିଆରେ ଆବେଦନ କରିପାରିବେ ପରୀକ୍ଷାର୍ଥୀ ।

Share

Leave a Reply

Your email address will not be published. Required fields are marked *

19 − 9 =