ଭ୍ୟାନ୍ ଧକ୍କାରେ ନାବାଳିକା ମୃତ

କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ତିଲେଇମାଳରେ ପିକ୍ଅପ୍ ଭ୍ୟାନ୍ ଧକ୍କାରେ ଜଣେ ନାବାଳିକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଉର୍ମିଳା ସାହୁ। ସେ ଆଜି ସକାଳେ

Read more