ଓୟୋ ରେଡ୍ ଘଟଣାରେ ୨ ପୋଲିସ କର୍ମଚାରୀ ନିଲମ୍ବିତ

ଭୁବନେଶ୍ୱର : ଓୟୋ ହୋଟେଲରେ ରେଡ୍ ଘଟଣାରେ ଦୁଇ ଜଣ ପୋଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ଏଥିରେ ଜଣେ ହାବିଲଦାର ଓ କନଷ୍ଟେବଳ ଅଛନ୍ତି ।

Read more