କେନ୍ଦୁପତ୍ର କର୍ମଚାରୀଙ୍କ ଅବ୍ୟାହତି ସମୟ ବୃଦ୍ଧି

ରାଜ୍ୟ ସରକାର କେନ୍ଦୁପତ୍ର କର୍ମଚାରୀଙ୍କ ଅବ୍ୟାହତି ବୟସସୀମା ୬୦ରୁ ୬୨କୁ ବୃଦ୍ଧି କରିଛନ୍ତି । ସରକାରଙ୍କର ଏହି ନିସ୍ପତି ଫଳରେ ୧୯ଟି ଡିଭିଜନରୁ ୧୮ହଜାର ୨୮ ଜଣ

Read more