କେନ୍ଦୁପତ୍ର କର୍ମଚାରୀଙ୍କ ଅବ୍ୟାହତି ସମୟ ବୃଦ୍ଧି

ରାଜ୍ୟ ସରକାର କେନ୍ଦୁପତ୍ର କର୍ମଚାରୀଙ୍କ ଅବ୍ୟାହତି ବୟସସୀମା ୬୦ରୁ ୬୨କୁ ବୃଦ୍ଧି କରିଛନ୍ତି । ସରକାରଙ୍କର ଏହି ନିସ୍ପତି ଫଳରେ ୧୯ଟି ଡିଭିଜନରୁ ୧୮ହଜାର ୨୮ ଜଣ କର୍ମଚାରୀ ଉପକୃତ ହେବେ । ଏମାନଙ୍କ ଭିତରେ ମୁନସି ବନ୍ଧାଳି ,ଚପରାସି ଓ ଚେକର ପ୍ରମୁଖ ଉପକୃତ ହେବେ । ଏ ସଂକ୍ରାନ୍ତୀୟ ନିସ୍ପତି ରୁ ଅନୁମୋଦନ ଦେବା ପରେ କେନ୍ଦୁପତ୍ର କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

Share

Leave a Reply

Your email address will not be published. Required fields are marked *

five + one =