୬ ଅଗ୍ନିଶମ କର୍ମଚାରୀ ନିଲମ୍ବିତ

ମହଙ୍ଗା ପଡିଲା ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ । କର୍ତବ୍ୟରେ ଅବହେଳା ଓ ବିଶୃଙ୍ଖଳିତ ଆଚରଣ ଯୋଗୁଁ ୬ଅଗ୍ନିଶମ କର୍ମଚାରୀଙ୍କୁ ଆଜି ନିଲମ୍ବିତ କରିଛି ଅଗ୍ନିଶମ ବିଭାଗ ।

Read more