ମହିଳାଙ୍କ ପେଟରେ ୩୩ କିଲୋଗ୍ରାମର ଟ୍ୟୁମର

ତାମିଲନାଡୁର କୋଏମ୍ବାଟୁର ସହରରେ ଏକ ବିରଳ ଅପରେସନ କରାଯାଇଛି । ଜଣେ ମହିଳାଙ୍କ ପେଟ ଅପରେସନ କରାଯାଇ ୩୩.୫ କିଲୋଗ୍ରାମର ଟ୍ୟୁମର ବାହାର କରାଯାଇଛି । ଅପରେସନ

Read more