୩୦ ବର୍ଷର ରିପୋର୍ଟ ମାଗିଲେ ଆମିକସ କ୍ୟୁରୀ

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକର ୩୦ବର୍ଷର ରିପୋର୍ଟ ମାଗିଲେ ଆମିକସ କ୍ୟୁରୀ । ଗତ ୩୦ବର୍ଷ ମଧ୍ୟରେ ପରିଚାଳନା କମିଟି ବୈଠକରେ କଣ ସବୁ ନିଷ୍ପତି ନିଆଯାଇଛି

Read more