2770 କୋଟି ଟଙ୍କା ବତ୍ୟା ଓ ବନ୍ୟା ସହାୟତାକୁ ମଂଜୁରୀ

ଭୁବନେଶ୍ବର () ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କାର୍ଯ୍ୟନିର୍ବାହୀ ବୈଠକରେ ତିତଲି ଓ ପରବର୍ତ୍ତି ବନ୍ୟାରେ ହୋଇଥିବା କ୍ଷୟକ୍ଷତି ପାଇଁ ୨,୭୭୦ କୋଟି ୨୮ ଲକ୍ଷ ସହାୟତାକୁ ଅନୁମୋଦନ

Read more