ଆମେ ଆଞ୍ଚଳିକ ଦଳ, ଯାହା କରିବୁ ରାଜ୍ୟ ସ୍ବାର୍ଥ ପାଇଁ

ଭୁବନେଶ୍ବର () ଆଜି କୋଲକୋତାରେ ମମତା ବାନାର୍ଜୀ ଡାକିଛନ୍ତି ବିଜେପି ବିରୋଧୀ ସମାବେଶ  । ଏହି ସମାବେଶରେ ଦେଶର ବିଜେପି ବିରୋଧୀ ବହୁ ଶକ୍ତି ଯୋଗଦେଇନ୍ତି ।

Read more