ବାର୍ଡ ଫ୍ଲୁ ଆଶଙ୍କାରେ ନନ୍ଦନକାନନ

ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଆଖ ପାଖ ଅଞ୍ଚଳରେ କାଉ ମରି ପଡ଼ିଥିବା ଦେଖାଯାଇଛି। ସ୍ଥାନୀୟ ଦାରୁଠେଙ୍ଗ, ନନ୍ଦନକାନନ ବସଷ୍ଟାଣ୍ଡ, ବରଛକ ଆଦି ସ୍ଥାନରେ କାଉ ମରି ପଡ଼ିଛନ୍ତି।

Read more