ଡିଜେ ବାଲା ବାବୁଙ୍କ ଉପରେ ଲାଗିଲା ରୋକ

ଭଦ୍ରକ () ଭଦ୍ରକରେ ବ୍ୟାନ ହେଲା ଡିଜେ  । ବାସୁଦେବପୁର ଆଇଆଇସିଙ୍କୁ ଆକ୍ରମଣ ଘଟଣା ପରେ ଜିଲ୍ଲା ଏସପି ବି.ଗଙ୍ଗାଧର ଡିଜେ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି

Read more