ବୈଜୟନ୍ତଙ୍କ ପାଇଁ ବଢୁଛି ଅଡୁଆ, ସଂସଦରେ ଭର୍ତ୍ତୃହରି ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ () ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପାଇଁ ବଢୁଛି ଅଡୁଆ । ବାହାମସ ଆକାଉଣ୍ଟ ଜରିଆରେ ବିଦେଶୀ ଟଙ୍କା ଆଣିବା ପ୍ରସଙ୍ଗ ଆଜି ଲୋକସଭାରେ ଉଠିଛି

Read more