ଆଲିଆ -ରଣବୀରଙ୍କ ବିବାହ ପ୍ରସ୍ତୁତି ଆରମ୍ଭ

ଚର୍ଚ୍ଚାରେ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଅଭିନେତା ରଣବୀର କପୁରଙ୍କ ଯୋଡି । ଏହି ଯୋଡି ବହୁତ ଜଲଦି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

Read more