5-ଟିର ପ୍ରଥମ ସଫଳତା : ଅନଲାଇନ ହେଲା ଜମି ଖଜଣା ବ୍ୟବସ୍ଥା

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି 5-ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରଥମ ପଦକ୍ଷେପ ସ୍ବରୂପ ଅନଲାଇନ ଜମି ଖଜଣା ପ୍ରଦାନ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ।

Read more