୧୬ରେ ସାରା ରାଜ୍ୟରେ ବର୍ଷିବ

ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଓଡିଶାରେ ବର୍ଷା ସମ୍ଭାବନା ଦେଖାଦେଇଛି । ଯଦିଓ ଲଘୁଚାପ ଚେନ୍ନାଇ ଆଡକୁ ମୁହାଁଇଛି ତଥାପି ଏହାର ପ୍ରଭାବରେ ଅସନ୍ତା ୧୫ ତାରିଖରେ ଦକ୍ଷିଣ ଓଡିଶାର କୋରାପୁଟ, ନବରଙ୍ଗପୁର, ଜୟପୁର ଓ କନ୍ଧମାଳ ଜିଲ୍ଲାର ଆଭ୍ୟନ୍ତରୀଣ ଅଂଚଳରେ ବର୍ଷା ହେବାର ସମ୍ଭାବନା ରହିଛି । ୧୬ ତାରିଖ ଠାରୁ ରାଜ୍ୟର ବିଭିନ୍ନ ଅଂଚଳରେ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ପାଣିପାଗ ସୂତ୍ରରୁ ଜଣାପଡିଛି ।

Share

Leave a Reply

Your email address will not be published. Required fields are marked *

ten + fifteen =