ଚକ ଦେ ଇଣ୍ଡିଆ

ଭୁବନେଶ୍ୱର ଠାରେ ଅନୁଷ୍ଠିତ ବିଶ୍ୱକପ ହକିର ଉଦଘାଟନ ଉତ୍ସବରେ ଯୋଗଦେଇ ଫେରିବା ପରେ ଅଭିନେତା ସାରୁକ ଖାଁ ତାଙ୍କ ଟୁଇଟରେ ହକି ଖେଳାଳି ମାନଙ୍କୁ ଶୁଭେଛା ଜଣାଇ ଚକ ଦେ ଇଣ୍ଡିଆ ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି ଯେ ଏହି ଉତ୍ସବରେ ସେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ତାଙ୍କ ପାଇଁ ଏକ ସୁନ୍ଦର ମୂହୁର୍ତ୍ତ ଥିଲା । ଏହା ସହିତ ସେ ଓଡିଶାକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

11 + eleven =