ମୁଖ୍ୟମନ୍ତ୍ରୀଙ୍କୁ ମାଧୁରୀଙ୍କ କୃତଜ୍ଞତା

ବିଶ୍ୱକପ ହକିର ଉଦଘାଟନ ଉସ୍ôବରେ ଯୋଗଦେଇ ଫେରିବା ପରେ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ତାଙ୍କ ଟୁଇଟରେ ଓଡିଶାକୁ ଧନ୍ୟବାଦ ଜଣାଇଛନ୍ତି । ଏଥି ସହିତ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ନେହଶ୍ରଦ୍ଧା ପାଇଁ ତାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଓଡିଶାରେ ଅନୁÂିତ ହେଉଥିବା ବିଶ୍ୱହକିର ଖେଳାଳି ମାନଙ୍କ ପ୍ରତି ଶୁଭେଛା ଜଣାଇଛନ୍ତି ।
ମାଧୁରୀ ଗତକାଲି ଏଠାରୁ ବମ୍ବେ ଫେରିବା ପୂର୍ବରୁ ସ୍ମାର୍ଟସିଟି ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଏକ ଜୁଏଲାରୀ ଦୋକାନରୁ ଜଗନ୍ନାଥ ଓ ଗଣେଷଙ୍କର ତାରକଶି ମୂର୍ତୀ କିଣିଥିଲେ ।

Share

Leave a Reply

Your email address will not be published. Required fields are marked *

two × four =