ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତିଙ୍କର କୋଭିଡ ଟୀକା ନେବା ସତ୍ୱେ ସଂକ୍ରମଣ ହେଉଛି : ବିଶେଷଜ୍ଞ

ଭୁବନେଶ୍ୱର: କୋଭି ଡ୍ରୁ ରକ୍ଷା ପାଇବା ପାଇଁ ଦୁଇଟି ପ୍ରତି ଷେଧକ ଟୀକା ନେବା ପରେ ମଧ୍ୟ ଲୋକେ ଏହି ସଂକ୍ରମଣର ଶି କାର ହେଉଥିବା ଅନେକଙ୍କୁ ଆଶ୍ଚର୍ଯ୍ୟାନ୍ୱ ି ତ କରୁଛି । ବି ଶେଷ କରି ଯେଉଁମାନଙ୍କ ଶରୀରରେ ରୋଗ ପ୍ରତି ରୋଧକ ଶକ୍ତି କମ୍ ରହୁଛି ସେମାନଙ୍କୁ ଏହି ସଂକ୍ରମଣ ହେଉଛି ବୋଲି ସମ୍ ଅଲ୍ଟ ି ମେଟ ମେଡି କେୟାର (ସମ୍ମମ୍)ର କି ୍ରଟି କାଲ କେୟାର ମେଡି ସି ନ ବି ଭାଗ ମୁଖ୍ୟ ପ୍ରଫେସର ବାନାମ୍ବର
ରାୟ କହି ଛନ୍ତି । ଏହି ପରି ଟୀକା ନେବା ପରେ ସଂକ୍ରମି ତ ହେଉଥିବା ବ୍ୟକ୍ତି ମାନଙ୍କ କ୍ଷେତ୍ରରେ ଭଲ ହେବା ନି ମନ୍ତେ ଅଧିକ ସମୟ ଲାଗୁଛି ବୋଲି ପ୍ରଫେସର ରାୟ ବୁଧବାର ପ୍ରକାଶ କରି ଛନ୍ତି ।

ଦୁଇଟି ଟୀକା ନେଇଥି ବା ସତ୍ୱେ ଅନେକ ବ୍ୟକ୍ତି କୋଭି ଡ୍ ସଂକ୍ରମି ତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଗୁରୁତର ମଧ୍ୟ ହୋଇପଡ଼ ୁଛନ୍ତି । ଭାଇରସ୍ ତା’ର ରୂପ ବଦଳାଉଥି ବା ବେଳେ ରୋଗ ପ୍ରତି ରୋଧକ ଶକ୍ତି କମ୍ ରହୁଥି ବା ଲୋକ ଗୁରୁତର ହୋଇପଡ଼ ୁଛନ୍ତି । ଏହାକୁ ଡାକ୍ତରୀ ଭାଷାରେ ବ୍ରେକ୍ ଥ୍ରୁ ଇନ୍ଫେକ୍ସନ୍ କୁହାଯାଏ ଏବଂ ଏଭଳି ରୋଗୀ ପ୍ରାୟ ଏକ ରୁ ୫ ମାସ ଧରି ହସ୍ପିଟାଲ୍ରେ ଚି କି ତ୍ସି ତ
ହୋଇଥାନ୍ତି ଯାହାକୁ ଲଙ୍ଗ କୋଭି ଡ୍ କୁହାଯାଏ । ପ୍ରଫେସର ରାୟ କହି ଥିଲେ ଯେ କୋଭି ଡ ଆକ୍ରାନ୍ତଙ୍କ ମଧ୍ୟରୁ ମାତ୍ର ଦେଢ଼ରୁ ଦୁଇ ପ୍ରତିଶତଙ୍କର ମୃତ୍ୟୁ ହେଉଛି । ସେହି ପରି ୩ ପ୍ରତି ଶତ ରୋଗୀ ଦୀର୍ଘ ଦି ନ ଧରି ଅସୁସ୍ଥ ହୋଇ ରହୁଛନ୍ତି । ୫ ପ୍ରତି ଶତ ରୋଗୀ ଗୁରୁତର ଅସୁସ୍ଥ ହୋଇ ପଡ଼ ୁଥି ବା ବେଳେ ୧୨ ରୁ ୧୫
ପ୍ରତି ଶତ ମଧ୍ୟମ ଧରଣର ଅସୁସ୍ଥତା ଅନୁଭବ କରୁଛନ୍ତି ।

ତେବେ ୮୦ ରୁ ୮୨ ପ୍ରତିଶତ ରୋଗୀ ସାମାନ୍ୟ ଧରଣର ସଂକ୍ରମି ତ ହେଉଥି ବା ବେଳେ ଏମାନଙ୍କୁ ହସ୍ପିଟାଲ୍ରେ ଭର୍ତ ି ହେବାକୁ ପଡ଼ ୁନାହିଁ । ନିକଟରେ ସମ୍ ଅଲ୍ଟ ି ମେଟ୍ ମେଡି କେୟାରରୁ ୨ ଜଣ ଗୁରୁତର କୋଭି ଡ ସଂକ୍ରମି ତ ରୋଗୀ ସୁସ୍ଥ ହୋଇ ଘରକୁ ଫେରି ଥି ବା ବେଳେ ଏଡି ରୋଗୀଙ୍କର ଅସୁସ୍ଥତା, ଚି କି ତ୍ସା ପଦ୍ଧତି ଏବଂ ସେମାନେ ସୁସ୍ଥ ହେବା ପଛରେ ମେଡି କାଲ୍ ଟି ମ୍ର ଉଦ୍ୟମ ଓ ପରି ଶ୍ରମ ସମ୍ପର୍କରେ ଏକ
ସାମ୍ବାଦି କ ସମ୍ମି ଳନୀ ଜରି ଆରେ ଅବଗତ କରାଇଛନ୍ତି ହସ୍ପି ଟାଲ୍ କତୃ ର୍ପକ୍ଷ । ସମ୍ ଅଲ୍ଟ ି ମେଟ ମେଡି କେୟାରର କି ୍ରଟି କାଲ୍ କେୟାର ମେଡିସିନ୍ ବିଭାଗ ଅଧି ନରେ ଏହି ଦୁଇ ଜଣ ରୋଗୀ ଚି କି ତ୍ସି ତ ହୋଇଥି ବା ବେଳେ ସେମାନଙ୍କୁ ସୁସ୍ଥ କରାଇବାରେ ସମ୍ପୂର୍ଣ୍ଣ ସହଯୋଗ ଓ ପ୍ରଚେଷ୍ଟା କରି ଥି ବା ହସ୍ପି ଟାଲର ସମସ୍ତ ବିଭାଗ, ଡାକ୍ତରୀ ଟି ମ୍, ନସି ର୍ଂ, ନ୍ୟୁଟି ୍ରସନ୍, ଫି ଜି ଓଥେରାପି ବି ଭାଗ ଓ ପାରାମେଡି କାଲ୍ ଷ୍ଟାଫ୍ଙ୍କର ଉଦ୍ୟମକୁ ଉଚ୍ଚ ପ୍ରଶଂସା କରି ଛନ୍ତି ସମ୍ମମ୍ର ଚି ଫ୍ ଅଫ ମେଡି କାଲ୍ ସଭି ର୍ସେସ୍ ବ୍ର ିଗେଡି ୟର୍ ଡଃ ବି ରାଜ ମୋହନ ମି ଶ୍ର ।

୭୨ ବର୍ଷୀୟ ପୂର୍ବତନ ବ୍ୟୁରୋକ୍ରାଟ ଶ୍ରୀ ଗୋ÷ତମବୁଦ୍ଧ ମୁଖାର୍ଜୀ କୋଭି ଡ୍ ସଂକ୍ରମି ତ ହେବା ପରେ ସମ୍ମମ୍ରେ ଭତି ର୍ ହୋଇଥିବା ସମୟରେ ତାଙ୍କର ଅବସ୍ଥା ଗୁରୁତର ଥି ଲା । ଦୀର୍ଘ ୧୬ ଦି ନ ସେ ଆଇସି ୟୁରେ ରହିଥି ଲେ । ତାଙ୍କର ଅକ୍ସ ି ଜେନ୍ର ସ୍ତର ମଧ୍ୟ ଖୁବ୍ କମ୍ ରହୁଥି ଲା । ତାଙ୍କର ଉଚ୍ଚ ରକ୍ତଚାପ ଏବଂ ମଧୁମେହ ଭଳି ସମସ୍ୟା ମଧ୍ୟ ରହି ଥି ଲା । ଦୀର୍ଘ ଦୁଇ ମାସ ଚି କି ତ୍ସି ତ ହେବା ପରେ ସେ ମଙ୍ଗଳବାର
ହସ୍ପି ଟାଲ୍ରୁ ଡି ସ୍ଚାର୍ଜ ହୋଇଛନ୍ତି ବୋଲି ଡା. ରାୟ ସୂଚନା ଦେଇଛନ୍ତି । ତେବେ ଦ୍ୱ ିତୀୟ ସଂକ୍ରମି ତ ଜଣକର ଚି କି ତ୍ସା ଏକ ବଡ଼ ଚ୍ୟାଲେଞ୍ଜ ଥି ଲା ବୋଲି ଡା. ରାୟ କହିଛନ୍ତି । ମାତ୍ର ୨୧ ବର୍ଷୀୟ
ଇଞ୍ଜି ନି ୟରି ଂ ଛାତ୍ର ମହମ୍ମଦ ସଫାକ୍ ଅଲୀ ଅତ୍ୟନ୍ତ ଗୁରୁ ତର ଅବସ୍ଥାରେ ସମ୍ମମ୍ରେ ଭତି ର୍ ହୋଇଥି ଲେ । ତାଙ୍କର ଅବସ୍ଥା ଆଇସି ୟୁରେ ଗୁରୁତର ହେବା ପରେ ଭେଂଟି ଲେଟରରେ ରଖାଯି ବା ସହ ଟ୍ରାକି ଓଷ୍ଟୋମି ମଧ୍ୟ କରାଯାଇଥି ଲା । ଫୁସ୍ଫୁସ୍ରେ ଅନେକ ଜଟି ଳତା ଦେଖାଦେଇଥି ଲା ।

ଜୀବନ ଓ ମୃତ୍ୟୁର ଖଣ୍ଡାଧାର ମଧ୍ୟରେ ରହି ଥି ବା ଏହି ରୋଗୀଙ୍କ ଚି କି ତ୍ସା କରି ବା ବେଶ କଷ୍ଟସାଧ୍ୟ ଥିଲା । ଦେଢ଼ ବର୍ଷର କୋଭିଡ୍ ମହାମାରୀ ଚିକିତ୍ସା କରି ବା ମଧ୍ୟରେ ଶ୍ରୀ ଅଲ୍ଲୀଙ୍କ ଚି କି ତ୍ସା ସବୁଠୁ ଜଟି ଳ ଥିଲା ଏବଂ ସମ୍ମମ୍ ଟି ମ୍ ଖୁବ୍ ସଫଳତାର ସହ ତାଙ୍କର ଚି କି ତ୍ସା କରି ପାରି ଛି ବୋଲି ଡା. ରାୟ କହି ଛନ୍ତି ।
ରୋଗୀଙ୍କ ଚି କି ତ୍ସା କ୍ଷେତ୍ରରେ ଡା. ରାୟଙ୍କ ସମେତ କାଡି ର୍ଓଥୋରାସି କ୍ ସର୍ଜନ୍ ଡା. ବନବି ହାରୀ ମି ଶ୍ର, ଜେନେରାଲ୍ ସର୍ଜରୀ ବି ଭାଗର କନ୍ସଲ୍ଟାଂଟ୍ ଡା. ସତ୍ୟଜି ତ ରଥ, ସି ନି ୟର୍ କ୍ଲ ି ନି କାଲ୍ ନ୍ୟୁଟ୍ରିସ୍ନି ଷ୍ଟ ଶ୍ରୀମତି ସୁଶ୍ରୀ ସଂଗୀତା ଜେନା, ଫି ଜି ଓଥେରାପି ବି ଭାଗ ମୁଖ୍ୟ ଡା. ପି .ବାଲାକି ଶୋର, ମାଇକ୍ରୋବାୟୋଲୋଜି ଟି ମ୍ ଏବଂ କ୍ରିଟି କାଲ୍ କେୟାର ଟି ମ୍ର ସମ୍ପୂର୍ଣ୍ଣ ସହଯୋଗ ଥି ବା ବି ୍ରଗେଡି ୟର ଡା. ମିଶ୍ର କହି ଥି ଲେ ।

ହସ୍ପି ଟାଲ୍ରୁ ଡି ସ୍ଚାର୍ଜ ହେବା ସମୟରେ ବେଶ୍ ଭାବବି ହ୍ୱଳ ହୋଇପଡ଼ ି ଥି ଲେ ଶ୍ରୀ ମୁଖାର୍ଜୀ ଏବଂ ଶ୍ରୀ ଅଲୀଙ୍କ ପରି ବାର । ସମ୍ ଅଲ୍ଟ ି ମେଟ୍ ମେଡି କେୟାର ଟି ମ୍ ଏବଂ ବି ଶେଷ ଭାବେ ଡାକ୍ତର ରାୟଙ୍କ ଚି କି ତ୍ସା ଓ ଉଦ୍ୟମ ଯୋଗୁ ଦୁଇଜଣ ସୁସ୍ଥ ହୋଇ ଘରକୁ ଫେରି ଛନ୍ତି ବୋଲି ସେମାନଙ୍କ ପରି ବାର କୃତଜ୍ଞତା ଜ୍ଞାପନ କରି ବା ସହ ହସ୍ପି ଟାଲ୍ କତୃ ର୍ପକ୍ଷଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

13 + 16 =