ଆଉ ୧୬୮ କରୋନା ସଂକ୍ରମିତ ସୁସ୍ଥ

ଭୁବନେଶ୍ୱର() ରାଜ୍ୟରେ ଆଉ ୧୬୮ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଏବେସୁଦ୍ଧା ମୋଟ ୪୨୯୧ଜଣ ସଂକ୍ରମିତ ଆରୋଗ୍ୟ ଲାଭ କଲେଣି ।

ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ ୩୯ ଜଣ ଥିବା ବେଳେ ଖୋର୍ଧାର ୨୩, ଗଜପତିର ୨୩, ପୁରୀର ୧୯, ବରଗଡର ୧୩, ସୁନ୍ଦରଗଡର ୮, ବାଲେଶ୍ୱରର ୭ ଓ ଭଦ୍ରକ ଏବଂ ରାୟଗଡାରୁ ୫ ଜଣ ଲେଖାଏଁ ରହିଛନ୍ତି । ସେହିପରି ମାଲକାନଗିରି, କେନ୍ଦ୍ରପାଡ, କେଉଁଝର, ଜଗତସିଂପୁର ଓ ସୋନପୁରରୁ ୪ଜଣ ଲେଖାଏଁ,  ଅନୁଗୋଳର ୩, ଢେଙ୍କାନାଳର ୨ ଓ ଝାରସୁଗୁଡାର ଜଣେ ଆରୋଗ୍ୟ ଲାଭ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

16 + 17 =