୪କୋଟି ଟଙ୍କା ଜରିମାନା ପାଇଁ ସେସୁକୁ ନୋଟିସ

ଜାତୀୟ ଗ୍ରୀନ ଟି୍ରବ୍ୟୁନାଲ ହାତୀ ମୃତ୍ୟୁ ପାଇଁ ସେସୁ ବିରୁଦ୍ଧରେ କଡା ଆଭିମୁଖ୍ୟ ଗ୍ରହଣ କରିଛି । ଟି୍ରବ୍ୟୁନାଲ ସେସୁ ଉପରେ ୪କୋଟି ଟଙ୍କା କ୍ଷତି ପୂରଣ ଦେବାକୁ ନିଦେ୍ର୍ଧଶ ଦେଇଛି । ଗତମାସରେ ସେସୁ କର୍ତୁପକ୍ଷଙ୍କ ଅବହେଳା ଯୋଗୁ ଢେଙ୍କାନାଳରେ ୭ଟି ହାତୀ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଥିଲେ । ଗ୍ରୀନ ଟି୍ରବ୍ୟୁନାଲ ଏହି ଘଟଣାରେ ଉଦ୍ବେଗ ପ୍ରକାଶ କରିବା ସହିତ ୪କୋଟି ଟଙ୍କା କ୍ଷତି ପୂରଣ ଦେବା ପାଇଁ ସେସୁ କର୍ତୁପକ୍ଷଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଏହି ଅର୍ଥ ଜଙ୍ଗଲ ବିଭାଗ ହାତରେ ରହିବ । ଏହି ଅର୍ଥରେ ରାଜ୍ୟ ସରକାର ଏବଂ ଜଙ୍ଗଲ ବିଭାଗ ହାତୀ ମାନଙ୍କ ସୁରକ୍ଷା ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବେ ।

Share

Leave a Reply

Your email address will not be published. Required fields are marked *

five × two =