ଏଣିକି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଗୋଟିଏ ସମୟରେ ହେବ ପରୀକ୍ଷା

ଭୁବନେଶ୍ବର () ଏଣିକି ରାଜ୍ୟରେ ଲାଗୁ ହେଲା ଏକକ ପରୀକ୍ଷା ବ୍ୟବସ୍ଥା । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଗୋଟିଏ ସମୟରେ ହେବ ପରୀକ୍ଷା । ଏକକ ପ୍ରଶ୍ନ ପତ୍ର ପ୍ରସ୍ତୁତ ହେବ, ସ୍କୁଲ ପକ୍ଷରୁ ନୁହେଁ, ବିଭାଗ ପ୍ରସ୍ତୁତ କରିବ ପ୍ରଶ୍ନ ପତ୍ର ।ପରୀକ୍ଷାଫଳ ସିଧାସଳଖ ଅଭିଭାବକଙ୍କ ପାଖକୁ ପଠାଯିବ । ଏହାଦ୍ବାରା ଶିକ୍ଷାର ମାନ ଵୃଦ୍ଧି ହେବ ବୋଲି ସରକାର ଆଶା କରୁଛନ୍ତି । ଦୁଇଟି ପର୍ୟ୍ୟାୟରେ ଅର୍ଥାତ ଷ୍ଟେଜ-୧ ଓ ଷ୍ଟେଜ-୨ରେ ପରୀକ୍ଷା ହେବ ବୋଲି ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

Share

Leave a Reply

Your email address will not be published. Required fields are marked *

ten − four =