ପ୍ରାର୍ଥନାରେ ଆମେ ବାବାଙ୍କୁ କଣ ଜଣାଇବା ଉଚିତ

ଭୁବନେଶ୍ୱର: ପୂର୍ବ ଜନ୍ମକୃତ ସମସ୍ତ ପାପରୁ ଏବଂ ଏଇ ଜନ୍ମରେ ସମସ୍ତ କଳୁଷ ଚିନ୍ତା ଓ କୁକର୍ମରୁ ଆମକୁ ମୁକ୍ତ କରିବା, ବାବାଙ୍କ ନିକଟରେ ଆମର ପ୍ରଥମ ପ୍ରାର୍ଥନା ହେବା ବା’ନୀୟ । ବାବାଙ୍କ କରୁଣା ପାଇଁ ପ୍ରାର୍ଥନା କରିବା ପୂର୍ବରୁ ଆମକୁ ତାଙ୍କ କରୁଣାର ଯୋଗ୍ୟ କରିବା ପାଇଁ ପ୍ରାର୍ଥନା କରିବା ଉଚିତ । ଇଶ୍ୱର ବା ସଦଗୁରୁଙ୍କ କୃପା ପାଇବାକୁ ହେଲେ ଆମକୁ ଅପର ପ୍ରତି ଦୟାଭାବ ଧାରଣ କରିବାକୁ ପଡ଼ିବ । ଆମେ ଅନ୍ୟମାନଙ୍କ ପ୍ରତି ଦୟାଶୀଳ ହେଲେ ବାବା ଆମ ପ୍ରତି ଦୟାଶୀଳ ହେବେ ।

Share

Leave a Reply

Your email address will not be published. Required fields are marked *

five × 1 =