ଡିଏଫଓ ସଂଗ୍ରାମ କେଶରୀଙ୍କୁ ଜେରା

ପାରଳାଖେମୁଣ୍ଡି: ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ଛନ୍ଦି ହେଉଥିବା ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ଜେରା । କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍ ତାଙ୍କୁ ଜେରା କରୁଥିବା ସୂଚନା ମିଳିଛି । ତେବେ ସେ ଏହି ଘଟଣା ସହ ଜଡିତ ଅଛନ୍ତି କି, ନାହିଁ ତାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ସେପଟେ ଏସିଏଫଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ସହ ଡିଏଫଓଙ୍କ ଅନୈତିକ ସମ୍ପର୍କ ରହିଥିବା ନେଇ ଚର୍ଚ୍ଚା ଘନେଇଛି । ତେବେ ଜେରା ପରେ କଣ ସତ୍ୟ ଆସୁଛି ତାକୁ ନେଇ ଚର୍ଚ୍ଚା ।

Share

Leave a Reply

Your email address will not be published. Required fields are marked *

5 × one =