ଗ୍ରୀଷ୍ମ ଋତୁରେ ଗ୍ରାହକଙ୍କୁ ନିରନ୍ତର ବିଦ୍ୟୁତ ଯୋଗାଣ ପାଇଁ ଟିପିସିଓଡିଏଲ ବ୍ୟାପକ ପ୍ରସ୍ତୁତି କାର୍ଯ୍ୟ ହାତକୁ ନେଇଛି l ସେହି କ୍ରମରେ ପାଇକରାପୁର ଅଂଚଳରେ ଟ୍ରାନ୍ସଫର୍ମରର କ୍ଷମତା ୫୦୦ କେଭିକୁ ବଢ଼ାଯାଇଛି l ଏହା ଅଂଚଳର ବର୍ଦ୍ଧିତ ଲୋଡ଼ ସମ୍ଭାଳିବା ସହିତ ଗ୍ରାହକମାନଙ୍କୁ ସଠିକ ଭୋଲଟେଜରେ ବିଦ୍ୟୁତ ଯୋଗାଇବ l #ReliablePowerForAll

Share

Leave a Reply

Your email address will not be published. Required fields are marked *

eleven + nine =