୧୧ ଜିଲ୍ଲାରେ ୨ ଦିନ ବର୍ଷା

ରାଜ୍ୟରେ ଦୁଇ ଦିନ ଧରି ବର୍ଷା ଆଶଙ୍କା । ଭୁବନେଶ୍ୱର ପାଣିପାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ଦୁଇ ଦିନ ଅର୍ଥାତ୍ ୨୫ ଏବଂ ୨୬ ତାରିଖ ପାଇଁ ୧୧ଟି ଜିଲ୍ଲାରେ ଘଡଘଡି , ବର୍ଷା ସମ୍ଭାବନା ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦୁଝର, ମୟୂରଭଞ୍ଜ , ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, ବୌଦ୍ଧ, କନ୍ଧମାଳ, ଗଞ୍ଜାମ, ରାୟଗଡା କୁ ୱାର୍ଣ୍ଣିଂ ଜାରି କରାଯାଇଛି । କାଲି ୬ ଜିଲ୍ଲାରେ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେହି ୬ ଜିଲ୍ଲା ଗୁଡିକ ହେଲା, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ, କନ୍ଧମାଳ ।

Share

Leave a Reply

Your email address will not be published. Required fields are marked *

13 + 8 =