ସେବାୟତ ପରିବାରକୁ ୫ହଜାର ସହାୟତା

ପୁରୀ()ପ୍ରତି ସେବାୟତଙ୍କ ପରିବାରକୁ ୫ହଜାର ଟଙ୍କା ଲେଖାଏଁ ମିଳିବ । ଶ୍ରୀମନ୍ଦିରର ସେବାୟତଙ୍କ ପରିବାରକୁ ସହାୟତା ଦିଆଯିବ । ସବୁ ସେବାୟତ ପରିବାରକୁ ୫ହଜାର ଟଙ୍କା ମିଳିବ । ଏହି ସହାୟତା ରାଶି ସେବାୟତଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା ହେବ । ସେବାୟତଙ୍କ ପରିବାରକୁ ସହାୟତା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହିପରି ନିଷ୍ପତ୍ତି ନିଆଯାଇଛି । ୨୧୩୦ ପରିବାରଙ୍କ ପାଇଁ ୧କୋଟି ୬ଲକ୍ଷ ୫୦ହଜାର ସହାୟତା ଦିଆଯିବ ବୋଲି ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

one × four =