ରାଜ୍ୟର ସମସ୍ତ ପଶୁ ଡାକ୍ତରଖାନା ଖୋଲା ରହିବା ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର () ଫିସରି ଓ ଭେଟେରିନାରୀ ଅଫିସରଙ୍କୁ ହେଡକ୍ବାଟର ନ ଛାଡିବା ପାଇଁ ନିର୍ଦ୍ଦେଶ ।ଆଜି ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା ସମୟରେ ଦିଆଗଲା ନିର୍ଦ୍ଦେଶ। ରାଜ୍ୟର ସମସ୍ତ ପଶୁ ଡାକ୍ତରଖାନା ଖୋଲା ରହିବ ।

 

ଏଭଳି ଲକ୍ ଡାଉନ୍ ପୂର୍ବରୁ ନ ଥିଲା । ତେଣୁ ଟିକିଏ ଅସୁବିଧା ହେବ। ଦୁଇ ତିନି ସପ୍ତାହ ପରେ ପରିସ୍ଥିତି ଟିକିଏ ସ୍ଵାଭାବିକ୍ ହେଉଛି ବୋଲି ବିଭାଗୀୟ ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ସୂଚନା ।

Share

Leave a Reply

Your email address will not be published. Required fields are marked *

3 × three =