ବଢିବ ଓମ୍‌ଫେଡ୍ କ୍ଷୀର ଦର

ବଢି କ୍ଷୀର ଦର ଓମ୍‌ଫେଡ୍ କ୍ଷୀର ଦର ।ଦର ବଢିବା ନେଇ ବିଚାର ବିମର୍ଷ ଚାଲିଛି ବୋଲି କୃଷିମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି । ଦର ବୃଦ୍ଧି ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ ।

ସମସ୍ତଙ୍କୁ ସୁହାଇଲା ଭଳି ଦର ନିର୍ଦ୍ଧାରଣ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।ତେବେ ପୂର୍ବରୁ ଘରୋଇ ଦୁଗ୍ଧ ଉତ୍ପାଦନକାରୀ ସଂସ୍ଥା କ୍ଷୀର ଦର ବଢାଇସାରିଛନ୍ତି । ତେଣୁ ସରକାର ଓମଫେଡ୍ କ୍ଷୀର ଦର ମଧ୍ୟ ବଢାଇବା ନେଇ ଯୋଜନା କରୁଛନ୍ତି ।

Share

Leave a Reply

Your email address will not be published. Required fields are marked *

20 + 7 =