ତିନି ଯୁବନେତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ଭୁବନେଶ୍ୱର() ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପି୍ରମୋ ନବୀନ ପଟ୍ଟନାୟକ ଦଳର ୩ ଯୁବ ନେତାଙ୍କୁ ନୂଆ ଦାୟୀତ୍ୱ ଦେଇ ଦଳକୁ ଅଧିକ ସୁଦୃଢ କରିବା ପାଇଁ ଉଦ୍ୟମ କରିଛନ୍ତି । ସୁପି୍ରମୋ ବିଜେଡି ଯୁବନେତା ପ୍ରଣବ ପ୍ରକାଶ ଦାସ,ସଂଜୟ କୁମାର ଦାସବର୍ମା ଏବଂ ପ୍ରତାପ ଦେବଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ କରିଛନ୍ତି ।

ବିଜେଡି ସୁପି୍ରମୋ ପ୍ରଣବ ପ୍ରକାଶ ଦାସଙ୍କୁ ସାଧାରଣ ସଂପାଦକ ସଂଗଠନର ଦାୟିତ୍ୱ ଦେଇଥିବା ବେଳେ ସଞ୍ଜୟ ଦାସବର୍ମାଙ୍କୁ ସାଧାରଣ ସଂପାଦକ ମୁଖ୍ୟାଳୟ ଦାୟିତ୍ୱଦେଇଛନ୍ତି । ସେହିପରି ପ୍ରତାପ କେଶରୀ ଦେବଙ୍କୁ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

2 + eleven =