ଚଳିତବର୍ଷର OJEE ରେଜଲ୍ଟ ପ୍ରକାଶ


ଭୁବନେଶ୍ୱର() ଚଳିତବର୍ଷର OJEE ରେଜଲ୍ଟ ଆଜି ପ୍ରକାଶ ପାଇଛି । ବୈଷୟିକ ଶିକ୍ଷା ଓ ଦକ୍ଷତା ମନ୍ତ୍ରୀଙ୍କ ଦ୍ୱାରା ଫଳ ପ୍ରକାଶ ପାଇଛି । ପରୀକ୍ଷା ଦେଇଥିବା ୪୯,୨୬୭ ପିଲାଙ୍କୁ ରାଙ୍କ ମିଳିଛି । ଶୋଭିତ ପଟେଲ ବି.ଟେକ୍ ଓ ଶ୍ୟାମସୁନ୍ଦର ପଟେଲ ଏମ୍.ଟେକ୍ ଟପର ହୋଇଛନ୍ତି । ଏମବିଏରେ ଶୁଭକାନ୍ତ ସାହୁ ଟପ୍ପର ହୋଇଥିବା ବେଳେ ଏମସିଏରେ ଜୟଦୀପ ଦେ ଟପ୍ପର ହୋଇଛନ୍ତି । ବି ଫାର୍ମରେ ସୌମ୍ୟ ରଞ୍ଜନ ରାଉତରାୟ, ଏମ୍ ଫାର୍ମରେ ପରିମିତା ସାହୁ ଟପ୍ପର ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

17 + 7 =