ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ ଓଡ଼ିଶା ବିଜେପି ସାଂସଦ

ନୂଆଦିଲ୍ଲୀ: ରାଜ୍ୟର ଅନେକ ସମସ୍ୟା ନେଇ କେନ୍ଦ୍ର ରେଳ ଏବଂ ଶିକ୍ଷା ମନ୍ତ୍ରୀଙ୍କୁ ରେଳ ଭବନରେ ଭେଟିଲେ ଓଡ଼ିଶା ବିଜେପି ସାଂସଦ । ନିଜ ନିଜ ଅଞ୍ଚଳର ସମସ୍ୟା ନେଇ ସାଂସଦମାନେ ଦାବି ପତ୍ର ଦେବା ସହ ଆଲୋଚନା କରିଛନ୍ତି। କଳାହାଣ୍ଡିରେ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ଦାବି ରଖିଛନ୍ତି ସାଂସଦ ବସନ୍ତ ପଣ୍ଡା। ଏହାସହ କଳାହାଣ୍ଡି ବିଶ୍ଵବିଦ୍ୟାଳୟକୁ ଟଏଉ ମାନ୍ୟତା ଦେବାକୁ ଦାବି କରିଛନ୍ତି। ଆସନ୍ତା ସପ୍ତାହରେ ରେଳ ମନ୍ତ୍ରୀ ଓଡ଼ିଶା ଯାଉଥିବାରୁ ନିଜ ନିଜ ଅଞ୍ଚଳର ରେଳ ସମସ୍ୟା ବିଷୟରେ ସାଂସଦମାନେ ଦାବି ରଖିଛନ୍ତି ।

Share

Leave a Reply

Your email address will not be published. Required fields are marked *

5 − 4 =