ଗିରଫ ହେଲେ ଆଇଏଫଏସ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକ

ଭୁବନେଶ୍ୱର()  ଆଇଏଫଏସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଉଭୟ ଗିରଫ ହୋଇଛନ୍ତି । ଉଭୟଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଛି ଭିଜିଲାନ୍ସ । ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ବାପା, ପୁଅ ହାଜର ହୋଇଛନ୍ତି । ଉଭୟଙ୍କ ରିମାଣ୍ଡ ଆବେଦନ କରିବ ଭିଜିଲାନ୍ସ । ଏହା ବ୍ୟତିତ ଅଭୟଙ୍କ ଡ୍ରାଇଭର ଓ ପୁତୁରାଙ୍କୁ ଭିଜିଲାନ୍ସ ଅଟକ ରଖିଛି ।

Share

Leave a Reply

Your email address will not be published. Required fields are marked *

nineteen − 12 =