ନକ୍ସଲ ମୁକାବିଲା ଚିନ୍ତା

ପୋଲିସ ଡିଜି ଡା. ଆର୍.ପି. ଶର୍ମା, ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ନକ୍ସଲ ଦମନ ନେଇ ସମୀକ୍ଷା କରୁଛନ୍ତି। କୋରାପୁଟ ଜିଲ୍ଲା ସଦର ମହକୁମା କାର୍ୟ୍ୟାଳୟର ସଭାଗୃହରେ ନକ୍ସଲ ସ୍ଥିତି ଓ ଆଇନଶୃଙ୍ଖଳା ପରିସ୍ଥିତି ନେଇ ସମୀକ୍ଷା କରାଯାଉଛି। ବୈଠକରେ CRPF, BSF, କୋବ୍ରା ଓ ଗୁଇନ୍ଦା ବିଭାଗ ଅଧିକାରୀମାନେ ଯୋଗ ଦେଇଛନ୍ତି। ଦକ୍ଷିଣ ପଶ୍ଚିମାଞ୍ଚଳ ଜିଲ୍ଲାର SP ମଧ୍ୟ ଉପସ୍ଥିତ ରହି ସମୀକ୍ଷା କରୁଛନ୍ତି।

Share

Leave a Reply

Your email address will not be published. Required fields are marked *

one − 1 =